ବୁଗୁଡ଼ାରେ ଆନ୍ତର୍ଜାତୀୟ ନିଶା ନିବାରଣ ଦିବସ ପାଳନ ।

ପୋଲସରା,୨୭/୦୬(ପିପିଟି): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରର ବିଭିନ୍ନ ସ୍ଥାନରେ ଆନ୍ତର୍ଜାତୀୟ ନିଶା ନିବାରଣ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ବୁଗୁଡ଼ା ବ୍ଲକ ଛକରୁ ଏକ ରାଲି ବାହାରି ବିଭିନ୍ନ ସଚେତନତା ମୂଳକ ବାର୍ତ୍ତା…
Read More...

ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ମାଲକାନଗିରି ଗସ୍ତ ନେଇ ପ୍ରସ୍ତୁତି ବୈଠକ ।

ମାଲକାନଗିରି ,୨୬/୦୬ (ପିପିଟି):ମାଲକାନଗିରି ଜିଲ୍ଲାରେ ଆସନ୍ତା ଜୁଲାଇ ୭ ତାରିଖରେ ଭାରତ ସରକାରଙ୍କ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଶିବିର ଅନୁଷ୍ଠିତ ହେବ। ଏଥି ନିମନ୍ତେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା…
Read More...

ବିଶ୍ଵ ନିଶା ନିବାରଣ ସଚେତନତା ଦିବସ ପାଳିତ ।

ମାଲକାନଗିରି ,୨୬/୦୬(ପିପିଟି): ମାଲକାନଗିରି ଜିଲ୍ଲାରେ ଆନ୍ତର୍ଜାତିକ ନିଶ୍ଚେତକ ନିଶା ଦ୍ରବ୍ୟର ଅପବ୍ୟବହାର ଓ ଏହାର ଚୋରାଚାଲାଣ ବିରୁଦ୍ଧ ଦିବସ ପାଳନ କରାଯାଇଅଛି। ଏହି ଦିବସ ଅବସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ…
Read More...

ମୁଜଗଡ଼ ଗ୍ରାମରେ ଗୋଟିଏ ପରିବାରର ୫ଜଣଙ୍କ ମୃତ୍ୟୁ ।

ଭଞ୍ଜନଗର, ୨୬/୦୬ (ପିପିଟି):ରବିବାର ମଧ୍ୟ ରାତିରେ ଦିଗପହଣ୍ଡି ନିକଟରେ ଘଟିଥିବା ମର୍ମନ୍ତୁଦ ବସ ଦୁର୍ଘଟଣାରେ ୧୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତକଙ୍କ ମଧ୍ୟରେ ଭଞ୍ଜନଗର ନିକଟ ମୁଜାଗଡ଼ ଗ୍ରାମ ର ଗୋଟିଏ ପରିବାରର ୫ଜଣଙ୍କ…
Read More...

ଟିକି ବଗିଚାରେ ଔଷଧୀୟ ଗୁଳ୍ମ ଲତା ସଂରକ୍ଷଣ

ମାଲକାନଗିରି ,୨୫/୦୬(ପିପିଟି): ଭାରତୀୟ ଆୟୁର୍ବେଦିକ ଶାସ୍ତ୍ରରେ ଔଷଧୀୟ ଗୁଣ ବହନ କରୁଥିବା ଗୁଳ୍ମ ଲତା ଓ ବୃକ୍ଷ ମହତ୍ତ୍ଵ ସଦା ସର୍ବଦା ରହି ଆସିଛି। ତେବେ ଆଜିକାଲି ଆଧୁନିକ ଚିକିତ୍ସା ବିଜ୍ଞାନରେ ଏଲୋପାଥିକ ଚିକିତ୍ସାର…
Read More...

ବାଇକ ଦୁର୍ଘଟଣାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର ।

ଭଞ୍ଜନଗର, ୨୫/୦୬(ପିପିଟି):ଭଞ୍ଜନଗର ଥାନା ଅନ୍ତର୍ଗତ ଫୁଲବାଣୀ ରାସ୍ତାର ନୂତନ ଆରଟିଓ ଅଫିସ ଛକ ନିକଟରେ ରବିବାର ଅପରାହ୍ନରେ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ…
Read More...

ମୌସମୀର ଆଗମନରେ ଧରାପୃଷ୍ଠକୁ ଆଗମନ ହେଉଛି ଲାଲ୍ ଟୁକୁଟୁକୁ ସାଧବ ବୋହୂ।

ବୋଲଗଡ଼,୨୫/୦୬(ପିପିଟି): ସାଧବବୋହୁ ସାଧାରଣତଃ ବାଡି, ବଗିଚା,ବିଲହିଡ,ଘାସପଡିଆ ଓ ଘାସ ହୋଇଥିବା ସ୍ଥାନ ମାନଙ୍କରେ ଦେଖାଯାଇଥାନ୍ତି। ଏହା ସଂଧ୍ୟିପଦ ଯାତିୟ ପୋକ ଅଟେ। ଏହି ସାଧବ ବୋହୁ ନାଲି ରଙ୍ଗର ହୋଇଥାଏ। ଏହି ଜୀବଟି ଘାସ…
Read More...

ସୁଡ୍ରା ଅଞ୍ଚଳରେ ମାଓବାଦୀ ପୋଷ୍ଟର, ରବିବାର ୪ ଜିଲାକୁ ୧୨ଘଣ୍ଟିଆ ବନ୍ଦ ଡାକରା ।

ବାଲିଗୁଡା, ୨୪/୦୬(ପିପିଟି):ପୁଣି ଥରେ କନ୍ଧମାଳ ଜିଲାରେ ଲାଗିଛି ମାଓ ପୋଷ୍ଟର। ବାଲିଗୁଡା ଥାନା ସୁଡ୍ରା ନିକଟ କାମ୍ବରିକିଆ ଛକଠାରେ କେକେବିଏନ ଡିଭିଜିନାଲ କମିଟି ସିପିଆଇ ମାଓବାଦୀ ତରଫରୁ ପୋଷ୍ଟର ଲାଗିଥିବା ଦେଖିବାକୁ…
Read More...

ମାଲକାନଗିରି ଜିଲ୍ଲାରେ ୨୧ ଟି ସଡକ ପ୍ରକଳ୍ପ ପାଇଁ ୧୫୮ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ।

ମାଲକାନଗିରି, ୨୪/୦୬ (ପିପିଟି):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରସ୍ତାବିତ ୨୧ ଟି ସଡକ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହା ଦ୍ଵାରା ୧୫୮ କୋଟି ଟଙ୍କା ବ୍ୟୟରେ…
Read More...

କ୍ୟାରିଟି ଫାଉଣ୍ଡେସନ ପକ୍ଷରୁ ବାହାନଗା ରେଳ ପୀଡ଼ିତଙ୍କୁ ଆର୍ଥିକ ସହାୟତା ପ୍ରଦାନ।

ପୋଲସରା ୨୩/୦୬/୨୦୨୩ ସ୍ଥାନୀୟ କ୍ୟାରିଟି ଫାଉଣ୍ଡେସନ ପକ୍ଷରୁ ଚଳିତ ମାସ ଦୁଇ ତାରିଖ ଦିନ ବାଲେଶ୍ୱର ଜିଲ୍ଲାର ବାହାନଗା ରେଳ ଷ୍ଟେସନ ରେ ଘଟିଥିବା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ରେ ଆହତ ହୋଇ କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର…
Read More...