ଶିକ୍ଷକ ବିନାୟକ ନାୟକଙ୍କ ସାର୍ଟିଫିକେଟ ଯାଞ୍ଚ ହେବାରେ ବିଳମ୍ବ କାହିଁକି ?

ବୁଗୁଡା,୧୧/୦୮(ପିପିଟି): ଜାଲ୍ ସାର୍ଟିଫିକେଟ ତଦନ୍ତ ଜାଣିଶୁଣି ବିଳମ୍ବିତ କରାଯାଉଥିବା ଅଭିଯୋଗ ହେଉଛି । ବିଭିନ୍ନ ସମୟରେ ଜାଲ୍ ସାର୍ଟିଫିକେଟ ତଦନ୍ତ ପାଇଁ ଅଭିଯୋଗ ହେବାପରେ ବିଇଓ କାର୍ଯ୍ଯାଳୟ ନିର୍ଦ୍ଦିଷ୍ଟ ସମୟ ମଧ୍ଯରେ…
Read More...

ଜନ୍ମମାଟିରେ ପହଞ୍ଚିଲା ମମିତା ନାଏକଙ୍କ ମର ଶରୀର ।

ଉଲୁଣ୍ଡା ୧୧/୦୮(ପିପିଟି):ଜନ୍ମମାଟି ଡୁଙ୍ଗୁରି ଗ୍ରାମରେ ପହଞ୍ଚିଲା ହାଇଦ୍ରାବାଦ ଆଇଆଇଟିରେ ପଢୁଥିବା ଛାତ୍ରୀ ମମିତା ନାଏକଙ୍କ ମର ଶରୀର । ଗାଁ ରେ ଶୋକାକୁଳ ପରିବେଶ ।ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅଧିନ…
Read More...

ରାଜସୁନାଖଳାରେ ସ୍ୱଚ୍ଛ ଭାରତ ଅଭିଯାନ ଯୋଜନା ଦିଗହରା।

ବୋଲଗଡ,୧୧/୦୮ (ପିପିଟି): ସୁସ୍ଥ ପରିବେଶ ଓ ନିରୋଗ ରହିବା ପାଇଁ ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ବିନିଯୋଗ କରୁଅଛନ୍ତି। କିନ୍ତୁ ରାଜ ସୁନାଖଳା ଅଞ୍ଚଳରେ ଏହାର ବ୍ୟତିକ୍ରମ…
Read More...

ମୌସୁମୀ ବାଟବଣା;ବର୍ଷା ଗାଏବ, ଶ୍ରାବଣରେ ବୈଶାଖର ତାତି, ଫାଟିଲା ଜମି, ଚାଷୀ ମୁଣ୍ଡରେ ଚଡକ,ମରୁଡି ଘୋଷଣା ଦାବି ।

କୋଦଳା,୧୧/୦୮(ପିପିଟି):ଶ୍ରାବଣ ରେ ବୈଶାଖର ତାତି । ବର୍ଷା ବଦଳ ରେ ଟାଇଁ ଟାଇଁ ଖରା । ସତେ ଯେମିତି ମୌସୁମି ବାଟବଣା ହୋଇ ଫେରାର ହୋଇଯାଇଛି । ବର୍ଷା ବାଟକୁ ଚାହିଁ ଚାହିଁ ଚାଷୀ ଆଜି ଚାତକ ପରି ଚାହିଁ ରହିଛି । ବର୍ଷାର…
Read More...

ପୂର୍ବତନ ବିଜେଡି ସଭାପତିଙ୍କୁ ଭେଟିଲେ ପ୍ରଦୀପ ମାଝି ।

ମାଲକାନଗିରି।ତା:୧୧/୦୮ (ପିପିଟି):ଓଡ଼ିଶା ସ୍ବତନ୍ତ୍ର ବିକାଶ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝି ତିନି ଦିନ ପାଇଁ ମାଲକାନଗିରି ଗସ୍ତରେ ଆସିଥିବା ବେଳେ ପୂର୍ବତନ ବିଜେଡି ସଭାପତି ମେହେଙ୍ଗା ସିଂଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅତି…
Read More...

ଓଡ଼ିଆ ନାମଫଳକ ପାଇଁ ଶ୍ରମ ବିଭାଗର ସଚେତନତା ,୪୧ ଦୋକାନକୁ ନୋଟିସ୍ ଜାରି ।

ମାଲକାନଗିରି, ୧୧/୦୮ (ପିପିଟି):ବ୍ୟବସାୟ ପ୍ରତିଷ୍ଠାନରେ ଓଡିଆରେ ଫଳକ ଲେଖାକୁ କଡ଼ାକଡ଼ି ଲାଗି ଆରମ୍ଭ ହୋଇଛି ଅଭିଯାନ। ରାଜ୍ୟ ସରକାରଙ୍କ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ବେ ଜିଲ୍ଲାର ବହୁ ଦୋକାନୀ ଓଡ଼ିଆ ନାମଫଳକ ଲେଖି ନଥିବା…
Read More...

ଅଘୋଷିତ ବିଦ୍ଯୁତକାଟ ପ୍ରତିବାଦରେ ଟାଟା ପାୱାର କାର୍ଯ୍ଯାଳୟ ଘେରିଲେ ଆଦିବାସୀ ।

କୋଦଳା,୧୦/୦୮(ପିପିଟି):ଟାଟା ପାୱାର ର ଅଘୋଶିତ ବିଦ୍ୟୁତ କାଟ ପ୍ରତିବାଦ ରେ ଗୁରୁବାର ମଧ୍ୟାହ୍ନ ରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ୩ ଗୋଟି ପଞ୍ଚାୟତ ଯଥା କାଳିମେଘି,ଘୋଡାପଡା ଓ ଚନ୍ଦନପୁର ପଞ୍ଚାୟତର…
Read More...

ସିଣ୍ଢୋଲ କଲେଜରେ ଯୁବ ସମ୍ବାଦ ଭାରତ @2047 କାର୍ଯ୍ୟକ୍ରମ ଅନୁଷ୍ଠିତ

ଉଲୁଣ୍ଡା ,୧୦/୦୮(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସିଣ୍ଢୋଲ ଆଞ୍ଚଳିକ ମହାବିଦ୍ୟାଳୟ ସଭାଗୃହ ରେ ଯୁବ ଓ ଖେଳ ମନ୍ତ୍ରଣାଳୟ ଭାରତ ସରକାରଙ୍କ ନିର୍ଦେଶ କ୍ରମେ ନେହେରୁ ଯୁବା କେନ୍ଦ୍ର ସୋନପୁର ତତ୍ୱାବଧାନ ରେ…
Read More...

ହତ୍ୟାକାଣ୍ଡର ଶୀକାର ହୋଇଥିବା ମିଟର୍ ରିଡର୍ ଲକ୍ଷ୍ମୀ ନାରାୟଣଙ୍କ ପାଇଁ ମିଟର୍ ରିଡର୍ ସଂଘର ଶୋକ ।

ବେଲଗୁଣ୍ଠା, ୧୦/୦୮(ପିପିଟି):ସୋମବାର ଦିନ ବିଦ୍ୟୁତ୍ ମିଟର୍ ରିଡିଂ ପାଇଁ ଯାଇଥିବା ମିଟର୍ ରିଡର୍ ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ଆକସ୍ମିକ ଭାବେ ହତ୍ୟା କାଣ୍ଡର ଶିକାର ହୋଇଥିବା ବେଳେ ତାଙ୍କରି ମୃତ୍ୟୁରେ ଭଞ୍ଜନଗର ଡ଼ିଭିଜନ୍…
Read More...

ପୋଲସରା,ଭଞ୍ଜନଗର ରେଞ୍ଜ ଇଲାକାରେ ଅଜଣା ଗାଡି ଧକ୍କାରେ କଲରାପତିରିଆ ବାଘ ମୃତ ।

ପୋଲସରା ,୧୦/୦୮(ପିପିଟି): ଗଞ୍ଜାମ  ଜିଲ୍ଲା ଭଞ୍ଜନଗର ରେଞ୍ଜ ଇଲାକାରେ ରାସ୍ତା ମଝିରେ କୌଣସି ଏକ ଅଜଣା ଗାଡ଼ି ଧକ୍କାରେ କଲରାପତିରିଆ ବାଘ ଟିଏ ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଭଞ୍ଜନଗର ଠାରୁ ମାତ୍ର ସାତ…
Read More...