ଉଦୀୟମାନ ଖେଳାଳିଙ୍କୁ ସହାୟତା କଲେ ୫ଟି ସଚିବ ।

ମାଲକାନଗିରି ,୦୧/୦୭(ପିପିଟି): ୫ଟି ସଚିବ ଭି କେ ପାଣ୍ଡିଆନଙ୍କ ତ୍ଵରିତ ପଦକ୍ଷେପ ଯୋଗୁଁ ଆଜି ମାଲକାନଗିରି ଜିଲ୍ଲାର ଉଦୀୟମାନ ଖେଳାଳି ଷ୍ଟେଲନ ରାଜ୍ ଖୋସଲାଙ୍କ ସହାୟତା କରାଯାଇଛି। କୁମୁଟିଗୁଡ଼ା ନିବାସୀ ଷ୍ଟେଲନ…
Read More...

ଘନ ଘନ ବିଜୁଳି ବିଭ୍ରାଟ ବିରୋଧରେ ସିପିଆଇ (ଏମ୍) ର ଗଣ ବିକ୍ଷୋଭ।

ରଣପୁର, ୦୧/୦୭(ପିପିଟି):ରଣପୁର ତଥା ରାଜ୍ୟରେ ଦେଖା ଦେଇଥିବା ଅଘୋଷିତ ବିଜୁଳି କାଟ ଓ ବିଜୁଳି ବିଭ୍ରାଟ ପ୍ରତିବାଦରେ ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ ) ସିପିଆଇ (ଏମ୍) ଆଞ୍ଚଳିକ କମିଟି ତରଫରୁ ଘୋର ପ୍ରତିବାଦ…
Read More...

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବୋଲଗଡ଼ ୧୯ଟି ପଞ୍ଚାୟତର ଚାଷୀମାନଙ୍କୁ ନେଇ ପ୍ରସ୍ତୁତ ବୈଠକ।

ବୋଲଗଡ଼,୦୧/୦୭(ପିପିଟି):ବୋଲଗଡ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ପଞ୍ଚାୟତ ସ୍ତରୀୟ ସାଧାରଣ ବୈଠକ ନନ୍ଦିଘୋଷ ଭବନ ନିକଟ ପଡ଼ିଆ ଆମ୍ବତୋଟା ଠାରେ ଅନୁଷ୍ଠିତ ହୋଇଯାଇଛି। ନବ ନିର୍ମାଣ ସଂଗଠନର ଖୋର୍ଦ୍ଧା ଜିଲ୍ଲା ସଂଯୋଜକ…
Read More...

ବିଦ୍ୟାଳୟରେ ଅବସର ଓ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ।

ବାଲିଗୁଡା,୦୧/୦୭(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାଟାଗୁଡ଼ା ପଞ୍ଚାୟତ ପୁଷାଙ୍ଗିଆ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବସର ଓ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟର ନୂତନ ପ୍ରଧାନ…
Read More...

ଏସବିଆଇ ପକ୍ଷରୁ ହାତୀଓଟ ଜରାଶ୍ରମରେ ବସ୍ତ୍ର ଓ ଶୁଖିଲା ଖାଦ୍ଯ ବଣ୍ଟନ।

ପୋଲସରା,୦୧/୦୭(ପିପିଟି): ପୋଲସରା ବ୍ଲକ୍ ଅନ୍ତର୍ଗତ ହାତୀଓଟ ଜରାଶ୍ରମ ଠାରେ ଷ୍ଟେଟ୍ ବ୍ୟାଙ୍କ୍ ଅଫ ଇଣ୍ଡିଆ ର ପ୍ରତିଷ୍ଠା ଦିବସ ଅବସରରେ ବସ୍ତ୍ର ଓ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଧାୟକ…
Read More...

ଢୁଙ୍କାପଡାରେ ଦୂଷିତ ପାନୀୟଜଳ ଯୋଗାଣ;ବିଭିନ୍ନ ରୋଗରେ ଆକ୍ରାନ୍ତ ହେବା ଆଶଙ୍କା।

ପୋଲସରା,୦୧/୦୭(ପିପିଟି):ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାପଡା ଠାରେ ଦୂଷିତ ପାନୀୟଜଳ ଯୋଗାଣକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି। ରାଜ୍ଯ ସରକାର ବସୁଧା ଯୋଜନାରେ ଗ୍ରାମ ମାନଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ କାର୍ଯ୍ଯ…
Read More...

କୁଲାଡ଼ ପଞ୍ଚାୟତକୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ ।

ଭଞ୍ଜନଗର, ୩୦/୬(ପିପିଟି):ଭୁବନେଶ୍ୱର ଲୋକସେବା ଭବନର କନ୍‌ଭେନ୍‌ସନ୍ ହଲ ଠାରେ ବୁଧବାର ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାତୀୟସ୍ତରରେ ଉତ୍ତମ ପ୍ରଦର୍ଶନ କରୁଥ‌ିବା ପଞ୍ଚାୟତିରାଜ ସଂସ୍ଥାମାନଙ୍କୁ ରାଜ୍ୟ ସରକାର…
Read More...

ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା ।

କବିସୂର୍ଯ୍ଯ ନଗର,୩୦/୦୬(ପିପିଟି): କବିସୂର୍ଯ୍ଯ ନଗର ବ୍ଳକ ଅନ୍ତର୍ଗତ ସିଆଳିଆ ଗ୍ରାମରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା ଓ ଶୀଳା ସ୍ଥାପନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଆସ୍କା ବିଧାୟିକା ମଞ୍ଜୁଳା…
Read More...

ଦାଉସାଧୁଛି ପନିପରିବା ଦର, ଖାଉଟି ଙ୍କ ପାଇଁ ହେଉଛି କାଳ।

ବୋଲଗଡ଼,୩୦/୦୬(ପିପିଟି):ତେଲ ଲୁଣ ସଂସାରରେ ଖଟିଖିଆ ଦିନ ମଜୁରିଆ ନିଜର ପେଟ ଚାଖଣ୍ଡକ ପାଇଁ ଓ ପରିବାରର ଭରଣ ପୋଷଣ ପାଇଁ ମୁଣ୍ଡ ଝାଳ ତୁଣ୍ଡରେ ମାରି ଅକ୍ଲାନ୍ତ ପରିଶ୍ରମ କରିଥାଏ। ଅଭାବୀ ସଂସାରରେ ସେ ସ୍ୱଳ୍ପ ମଜୁରୀରେ ଦିନ…
Read More...

ବରିଷ୍ଠ ସାମ୍ବାଦିକ ଡକ୍ଟର ଜଗନମୋହନ ମହାପାତ୍ରଙ୍କ ହୃଦଘାତରେ ପରଲୋକ।

ବ୍ରହ୍ମପୁର,୨୯/୦୬(ପିପିଟି): ବରିଷ୍ଠ ସାମ୍ବାଦିକ ଡକ୍ଟର ଜଗନମୋହନ ମହାପାତ୍ର (ଜିତୁ)ଙ୍କର ଆଜି ହୃଦଘାତରେ ପରଲୋକ ହୋଇଛି। ଏମ କେସିଜିରେ ସେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୮…
Read More...