ଵିଜ୍ଞାପିତ ଅଞ୍ଚଳ ପରିଷଦ ର ଦୋକାନୀ ମାନଙ୍କ ଭଡା ଛାଡ ପାଇଁ ଦାବି ପତ୍ର ।
ପଦ୍ମପୁର,(ପିପିଟି ନ୍ଯୁଜ୍)୨୪/୦୪-ପଦ୍ମପୁର ଉପଖଣ୍ଡ ସଦରମହକୁମାର ଵିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନରେ ଥିବା ଦୋକାନୀ ମାନେ ବର୍ତ୍ତମାନ ସାରା ଦେଶ ରେ ଚାଲିଥିବା ଲକ ଡାଉନ ଯୋଗୁଁ ଆର୍ଥିକ ଅଭାବ ଓ ଅନଟନ ଦେଇ ଗତି କରୁଛନ୍ତି।!-->…
Read More...
Read More...