ବିଶ୍ବନିକେତନ ଜରାନିବାସ ଅଧିବେଶନ ।

ବ୍ରହ୍ମପୁର,(ପିପିଟି)୦୭/୦୬,ମହାନସଂଘ ଦ୍ବାରା ପରିଚାଳିତ ରାମଚନ୍ଦ୍ରପୁର ସ୍ଥିତ ବିଶ୍ବନିକେତନ ଜରାନିବାସର ସ୍ବତନ୍ତ୍ର ଅଧିବେଶନ ଜରାନିବାସ ସମ୍ମିଳନୀ ପ୍ରକୋଷ୍ଠରେ ସାମାଜିକ ଦୂରତ୍ବ ରଖି ବୈଠକ ବିଶ୍ବନିକେତନ ଅଧ୍ଯକ୍ଷ ତଥା
Read More...

ବିମାନ ବନ୍ଦରରୁ ଶ୍ରମିକଙ୍କୁ ଗଞ୍ଜାମ ଜିଲ୍ଲାକୁ ପଠାଇଲେ ଦୁଇ ବିଧାୟକ ।

ଭୁବନେଶ୍ବର,(ପିପିଟି)୦୭/୦୬,ଜାମ୍ମୁ କାଶ୍ମୀରରେ ଅଟିକି ରହିଥିବା ଗଞ୍ଜାମ ଜିଲ୍ଲାର ୨୮୦ଜଣ ଶ୍ରମିକଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ କ୍ରମେ ସ୍ଵତନ୍ତ୍ର ବିମାନ ଯୋଗେ ଓଡ଼ିଶାକୁ ଫେରାଇ ଆଣିଛନ୍ତି।
Read More...

ଜୁଆ ଅଡ୍ଡା ଉପରେ ଚଢ଼ାଉ, ୮ଜୁଆଡ଼ି ଗିରଫ, ଟଙ୍କା ଜବତ ।

ଭଞ୍ଜନଗର,(ପିପିଟି)୦୭/୦୬,ଗତ ରାତିରେ ଭଞ୍ଜନଗର ଭେଜିପୁଟ ପୋଖରୀ ନିକଟରେ ଥିବା ଏକ ବାଉଁଶ ବୁଦା ମୂଳେ ଜୁଆ ଖେଳ ଚାଲିଥିବା ଖବର ପୋଲିସ ପାଇ ସେଠାରେ ଅଚାନକ ଚଢ଼ାଉ କରିଥିଲା।ସେଥିମଧ୍ୟରୁ ୮ଜଣ ଜୁଆଡ଼ିଙ୍କୁ ପୋଲିସ କାବୁ କରି
Read More...

ପ୍ରବାସୀ ମହିଳାମାନଙ୍କ ପାଇଁ ଦେବଦୂତ ସାଜିଲେ ଯୁବ ସମାଜସେବୀ ହିମାଂଶୁ ।

ଯାଜପୁର,(ପିପିଟି)୦୭/୦୬ ,ସାରା ବିଶ୍ୱ ରେ କରୋନା ମହାମାରୀ  ବିଚଳିତ କରିଥିବା ସମୟରେ ସେଠାରେ ନିଜକୁ ସୁରକ୍ଷା ମନେ ନ କରି ଘରକୁ ଆସିବା ପାଇଁ ନିଜ ନାରୀ ଶକ୍ତି ବଳରେ ଯାଜପୁର ଜିଲ୍ଲାର  ଧର୍ମଶାଳା ବ୍ଲକ ଓ କଟକ ଜିଲ୍ଲାର
Read More...

ହିଂଜିଳିକାଟୁ ଯୁବପିଢିଙ୍କ ଅଭିନବ ପ୍ରୟାସ ।

ହିଞ୍ଜିଳିକାଟୁ,(ପିପିଟି ନ୍ଯୁଜ୍)୦୭/୦୬, ହିଂଜିଳିକାଟୁ ମାଟିର କିଛି ଯୁବ ବର୍ଗଙ୍କ ପ୍ରୟାସ ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲା ପାଇଁ ଗୌରବ ଆଣିଦେବ । ଲକଡାଉନର  ସଚେତନତା ବାର୍ତା ବହନ କରୁଥିବା ଏକ କ୍ଷୁଦ୍ର ଚଳଚିତ୍ର 
Read More...

ବୁରିପଦର ମିଶନ ସେଣ୍ଟର ପକ୍ଷରୁ ରୋଷେଇ ସାମଗ୍ରୀ ପ୍ରଦାନ ।

ରାମନାଗୁଡା,(ପିପିଟି)୦୭/୦୬,ରାମନାଗୁଡା କରୋନା ମୁକାବିଲା ପାଇଁ ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପାରିଖିତି ପଞ୍ଚାୟତ ଅଧିନ କାମନାଗୁଡା ଗ୍ରାମରେ ବୁରିପଦର ମିଶନ ସେଣ୍ଟର ପକ୍ଷରୁ ଶନିବାର ଦିନ ରୋଷେଇ ସାମଗ୍ରୀ ପ୍ରଦାନ
Read More...

ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୨୮୫୬ ଛୁଇଁଲା,୧୭୧୬ ଜଣ ସୁସ୍ଥ ।

ଭୁବନେଶ୍ଵର ,(ପିପିଟି)୦୭/୦୬ , ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୫୯୮ ମଧ୍ୟରୁ ୩୯୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪ଜଣଙ୍କ ମୃତ୍ୟୁ ହୋଇଛି ।ଦ୍ୱିତୀୟ ସ୍ଥାନରେ ଯାଜପୁର ସଂଖ୍ୟା ୩୧୯ ମଧ୍ୟରୁ ୨୫୩ଜଣ ସୁସ୍ଥ  ହୋଇଛନ୍ତି ।ନୂତନ
Read More...

ସରସ୍ୱତୀ କଳା ପରିଷଦ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନ,୨୦୨୦ କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତି ବୈଠକ ।

କଟକ,(ପିପିଟି)୦୭/୦୬,କଳା, ସାହିତ୍ୟ,ସଂସ୍କୃତି,ପୂଜ୍ୟପୂଜାର ଜୟଗାନ କରୁଥିବା ମହତ ଅନୁଷ୍ଠାନ "ସରସ୍ୱତୀ କଳା ପରିଷଦ" କଳାବିହାର, କନ୍ଦରପୁର,କଟକ ସଦର, କଟକ ପକ୍ଷରୁ କରୋନା ମହାମାରୀ ଭଳି ସମାଜର ଦୁର୍ଦିନରେ ଅହରହ ଦେଶ,ଜାତି
Read More...

ବଜ୍ରପାତରେ ଛେଳି ଚରାଳୀର ମୃତ୍ୟୁ।

ଭଞ୍ଜନଗର,(ପିପିଟି)୦୬/୦୬, ତାରସିଂ ଥାନା ଅନ୍ତର୍ଗତ ବଦାଙ୍ଗି ଗ୍ରାମରେ ଆଜି ବଜ୍ରାଘାତ ଘଟି ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି।ଶରତ ନାୟକ ଦିନ ୨ଟା ସମୟରେ ଛେଳି ଚରେଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ ହେଲେ ଦିନ ୪ଟା ସମୟରେ
Read More...

ବଜ୍ରପାତରେ ସାତ ଗାଈ ଓ ଦୁଇ ବାଛୁରୀ ମୃତ ।

ଦିଗପହଣ୍ଡି,(ପିପିଟି)୦୬/୦୬,ଭ୍ରମରପୁର ପଞ୍ଚାୟତ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମରେ ଶନିବାର ଅପରାହ୍ନରେ ଘଡ଼ଘଡ଼ି ବର୍ଷା ସହ ବଜ୍ରପାତ ମାଡରେ ୭ ଟି ଗାଇ ସମେତ ୨ ଟି ବାଛୁରୀର ମୃତ୍ୟୁ ଘଟିଥିବା ଜଣାପଡିଛି । ଖବରନୁଯାୟୀ ,
Read More...