ଦୈନିକ ମଜୁରୀ ମାତ୍ର ୧୪୦ ଟଙ୍କାରେ କ୍ଷୁବ୍ଧହୋଇ ହିଞ୍ଜିଳିକାଟୁ ଶ୍ରମିକ ଜିଲ୍ଲାପାଳଙ୍କୁ ଦେଲେ ଦାବି ପତ୍ର ।

ହିଞ୍ଜିଳିକାଟୁ,ତା- ୧୯/୦୬(ପିପିଟି) ; କ୍ରାନ୍ତିକାରୀ କୃଷକ ସଭା ଗଞ୍ଜାମ ଜିଲ୍ଲା କମିଟି ସଦସ୍ୟ ତଥା କୃଷି ଶ୍ରମିକ ନେତ୍ରୀ ପି.ପାର୍ବତୀଙ୍କ ନେତୃତ୍ୱରେ ବଡଖଣ୍ଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋପିନାଥପୁର
Read More...

ମଦ୍ୟପ ପୁଅର ଉନ୍ମତ କାଣ୍ଡରେ ଅତିଷ୍ଠ ମାଆ ପୁଅକୁ ହାଣି ମାଟିରେ ପୋତିଦେଲା ।

ଖଲ୍ଲିକୋଟ,ତା- ୧୯/୦୬(ପିପିଟି); ଜଣେ ମଦ୍ୟପ ପୁଅର ଉନ୍ମତ କାଣ୍ଡରେ ଅତିଷ୍ଠ ହୋଇ ଶେଷରେ ମାଆ ପୁଅକୁ ଏକ ଧାରୁଆ କାତିରେ ହାଣି ହତ୍ୟା କରିବା ପରେ ଘର ପଛ ପଟେ ମାଟି ତଳେ ପୋତି ଦେଇଥିବା ଭଳି ଏକ ଅଭାବନୀୟ ଘଟଣା ଏବେ
Read More...

ବ୍ଲକ ସ୍ତରୀୟ ପ୍ରାକୃତିକ ବପର୍ଯ୍ୟୟ ମୁକାବିଲା ପାଇଁ ପ୍ରଶିକ୍ଷଣ ।

ପଦ୍ମପୁର,ତା- ୧୯/୦୬(ପିପିଟି); ବରଗଡ ଜିଲ୍ଲା ରାଜ ବୋଡାସମ୍ବର ବ୍ଲକ ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସକାଶେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି ।
Read More...

ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୪୬୭୭,ସୁସ୍ଥ ସଂଖ୍ୟା ୩୧୪୪ ପହଞ୍ଚିଲା ।

ଭୁବନେଶ୍ଵର ,(ପିପିଟି)୧୯/୦୬ , ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୭୯୬ମଧ୍ୟରୁ ୬୩୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬ ଜଣଙ୍କ ମୃତ୍ୟୁ ହୋଇଛି ।ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା  ସଂଖ୍ୟା ୪୧୨ ମଧ୍ୟରୁ ୨୯୬ ଜଣ ସୁସ୍ଥ  ହୋଇଛନ୍ତି ।
Read More...

ବେଲଗୁଣ୍ଠାରୁ ଜଣେ କରୋନା ଯୋଦ୍ଧାଙ୍କ ସମେତ ଆଉ ଚାରି ପଜିଟିଭ ଚିହ୍ନଟ ।

ବେଲଗୁଣ୍ଠା,୧୮/୦୬(ପିପିଟି); ବେଲଗୁଣ୍ଠା ବ୍ଲକ ଓ ଏନ୍ଏସି ଆଉ ଚାରିଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ଏମାନଙ୍କ ମଧ୍ୟରେ ଜଣେ କରୋନା ଯୋଦ୍ଧା ମଧ୍ୟ ପଜିଟିଭ ଥିବା ଜଣା ପଡିଛି ।ପାଞ୍ଚ ଦିନ ମଧ୍ୟରେ
Read More...

ମାନୁନାହାନ୍ତି ଅମାନିଆ ,ପ୍ରଶାସନ ଦ୍ୱାରା ୧୯୮୦୦ ଜୋରିମାନା ଆଦାୟ ।

ବେଲଗୁଣ୍ଠା,୧୮/୦୬(ପିପିଟି);ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ ଙ୍କ ସଂଖ୍ୟା ବୃଦ୍ଧି ପାଇବା ଏବଂ ଏହା ଗୋଷ୍ଠୀ ସଂକ୍ରମଣ ଆଡକୁ ଗତିକରୁଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ସକାଳ ୭ ଟାରୁ ମଧ୍ୟାହ୍ନ୧୨ ଟା ପର୍ଯ୍ୟନ୍ତ ଲକ୍
Read More...

ଯୁବ ରେଡ୍ କ୍ରସ୍ ତରଫରୁ ସଙ୍ଗରୋଧ କେନ୍ଦ୍ରରେ କରୋନା ସଚେତନତା ।

ବେଲଗୁଣ୍ଠI,୧୮/୦୬(ପିପିଟି); କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବ ରେଡ୍ କ୍ରସ୍ ତରଫରୁ ଜିଲ୍ଲା ସଂଯୋଜକ ବି. ଗୋବିନ୍ଦ ରାଓଙ୍କ ଦ୍ଵାରା ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ କରୋନା ସଚେତନତା
Read More...

ବୁଢ଼ାବୁଢୀଙ୍କ ପାଇଁ ଭଙ୍ଗାକୁଡ଼ିଆ ହିଁ ସାହାଭରସା ।

ଉଲୁଣ୍ଡା,୧୮/୦୬(ପିପିଟି) ; ଅସହାୟ ଗରିବ ଓ ବୁଦ୍ଧବୃଦ୍ଧାଙ୍କ ସାମାଜିକ ସୁରକ୍ଷା ପାଇଁ ସରକାର ବହୁ ଯୋଜନା ତିଆରି କରିଛନ୍ତି ।ହେଲେ ସେହି ଯୋଜନା ସରକାରଙ୍କର ଖାମଖିଆଳି ମନୋଭାବ ଓ ଅବହେଳା କାରଣରୁ ପ୍ରକୃତ ହିତାଧିକାରୀଙ୍କ
Read More...

ଓଡ଼ିଆ ପ୍ରବାସୀଙ୍କୁ ଗୋଲାପ ଫୁଲ ଓ ମିଷ୍ଟାନ ଖୁଆଇ ସମ୍ବର୍ଦ୍ଧନା ଦେଲେ ସରପଞ୍ଚ ।

ବୋଲଗଡ,୧୮/୦୬(ପିପିଟି); ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ସାଗରଗାଁ ଗ୍ରାମ ପଞ୍ଚାୟତରେ ଆଜି ଗୁରୁବାର ସକାଳ ସମୟରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର କେନ୍ଦ୍ରରୁ ସୁସ୍ଥହୋଇ ଫେରିଥିବା ୨୦ଜଣ ଓଡ଼ିଆ ପ୍ରବାସୀଙ୍କୁ ସରପଞ୍ଚ
Read More...

ଯାଜପୁର ଜିଲ୍ଳାରେ କୋଭିଡ-୧୯ ପରିପ୍ରେକ୍ଷୀରେ ରଥଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି ।

ଯାଜପୁର, ତା ୧୮/୦୬(ପିପିଟି) ; ସଂପ୍ରତ୍ତି କରୋନା ବିଶ୍ୱ ସାରା କାୟା ବିସ୍ତାର କରିସାରିଚ୍ଥି । ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଳାର ସମସ୍ତ ଶ୍ରଦ୍ଧାଳୁ ଓ ଭକ୍ତ ବୃନ୍ଦଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଚ୍ଥି ଯେ,
Read More...