ତୈଳଦର ବୃଦ୍ଧିକୁ ବିରୋଧ କରି ଯୁବ ଛାତ୍ର ସଂଗଠନ ପକ୍ଷରୁ ପ୍ରତିବାଦ ।
ଜଗତସିଂହପୁର (ପିପିଟି ନ୍ଯୁଜ୍)୦୨/୦୭/- ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିହାର କରିବା ଦାବୀରେ ଏଆଇୱାଇଏଫ ଓ ଏଆଇଏସଏଫ ଜଗତସିଂହପୁର ଜୋନାଲ କମିଟି ପକ୍ଷରୁ ବିକ୍ଷୋଭ କରାଯାଇଛି । ଏଆଇୱାଇଏଫ ର ରାଜ୍ୟ ଉପସଭାପତି ସତ୍ୟ!-->…
Read More...
Read More...