ବୁଗୁଡା ବ୍ଲକ ଅନ୍ତର୍ଗତ ତାମ୍ବିରି ଗ୍ରାମକୁ ଯାଇ ବିଧାୟକ ଶ୍ରୀକାନ୍ତ ସାହୁ ଲୋକମାନଙ୍କ ସମସ୍ୟା ବୁଝିବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଲୋକଙ୍କ ସହ ଆଲୋଚନା କରିଛନ୍ତି। Read more
ପୋଲସରା ବ୍ଲକ ଅନ୍ତର୍ଗତ ଡି.ଚଢିଆପଡ଼ା ଗ୍ରାମର ରାଜଶ୍ରୀ ବଳାସୀ ସମାଜ ଗୃହକୁ ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇ ଭିତ୍ତି ପ୍ରସ୍ଥର ସ୍ଥାପନ କରିଛନ୍ତି । Read more
କବିସୂର୍ଯ୍ୟନଗର ନଗର ବ୍ଲକ ଅନ୍ତର୍ଗତ ପାଇକଯମୁନା ପଞ୍ଚାୟତର ବନପଲ୍ଲୀ ଠାରେ ଗଞ୍ଜାମ ଜିଲ୍ଲାର ସର୍ବବୃହତ ଗାଈ ହଷ୍ଟେଲ ପାଇଁ କାର୍ଯ୍ୟର ଶୁଭଆରମ୍ଭ କଲେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ । Read more
ବିଜେଡିର ଜିଲ୍ଲା ସାଙ୍ଗଠନିକ ଉପ ସଭାପତି ରୂପେ ଡ଼ି ବିଶ୍ୱନାଥ ଓ ସାଧାରଣ ସମ୍ପାଦକ ଭାବେ ପବିତ୍ର ମୋହନ ମନୋନୀତ । Read more