ବୁଗୁଡା ଏନ.ଏ.ସି ମେନ ରୋଡ଼ ଠାରେ ଶ୍ରୀ ଶ୍ରୀ ଶ୍ରୀ ବିରଞ୍ଚିନାରାୟଣ ମାର୍କେଟ କମ୍ପ୍ଲେକ୍ସ କୁ ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। Read more
ପୋଲସରା କଳିଙ୍ଗ ବୈଶ୍ୟ ଭବନ ଠାରେ ‘ସମ୍ବାଦ’-ଆମ ଓଡ଼ିଶା ମିଳିତ ଆନୁକୂଲ୍ୟରେ ମେଗା ରକ୍ତଦାନ ଶିବିରକୁ ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଛନ୍ତି। Read more