ପୋଲସରା,୦୩/୦୧(ପିପିଟି):ପୋଲସରା ବ୍ଲକ୍ ଝିଟିକାବାଡ଼ି ଗ୍ରାମର ସୁନିଲ୍ କୁମାର ମହାପାତ୍ର (ବୟସ – ୨୫) ଓ ପ୍ରିୟଙ୍କା ଦାସ (ବୟସ – ୨୩) ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନ କୁ ଯାଇ ଶୋକ ସନ୍ତପ୍ତ ଦୁଇ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି।