ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୮୮ ।

0 1,033

ବ୍ରହ୍ମପୁର ,ତା-୦୪/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୭,୬୮୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨୩,୦୭୪, ଚିକିତ୍ସିତ ସଂଖ୍ୟା ୧୪,୩୪୯, ମୃତ ସଂଖ୍ୟା ୨୧୬ ଓ ଅନ୍ଯ ମୃତ ସଂଖ୍ୟା ୪୨ । ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୬୧୧, ସୁସ୍ଥ ସଂଖ୍ୟା ୭,୮୭୮,ଚିକିତ୍ସିତ ସଂଖ୍ୟା ୩,୬୧୪ ଏବଂ ମୃତ ସଂଖ୍ୟା ୧୧୨ ଏବଂ ଅନ୍ୟ ମୃତ ସଂଖ୍ୟା ୦୭ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୩୮୪ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୮୮ ବୋଲି ଜଣାପଡିଛି ।

Leave A Reply

Your email address will not be published.