ଭଞ୍ଜନଗର ବ୍ଲକରେ ୭ନୂଆ ପଜିଟିଭ ଚିହ୍ନଟ ।

0 1,451

ଭଞ୍ଜନଗର,୧୮/୦୬,(ପିପିଟି); ପୂର୍ବରୁ ଭଞ୍ଜନଗର ଏନ୍ଏସି ରେ ଜଣେ ଓ ଗୋଲାପଡା ପଞ୍ଚାୟତ ରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୁଧବାର ଆଉ ୭ଟି ନୂଆ କେଶ ସାମ୍ନାକୁ ଆସିଛି।ସେଥି ମଧ୍ୟରେ ଗାଲେରୀ ପଞ୍ଚାୟତ ଝାଲିଆ ଗୋଚ୍ଛା ରେ ୬ଟି ଓ ବେଡିଗୋବା ରେ ଗୋଟିଏ ପଜିଟିଭ ଚିହ୍ନଟ ହୋଇଛି।ଜିଲ୍ଲା ପ୍ରଶାସନ ଅନୁମତିରେ ଝାଲିଆ ଗୋଚ୍ଛା ଅଞ୍ଚଳକୁ କଣ୍ଟେନ ମେଣ୍ଟ ଜୋନ ଘୋଷଣା କରାଯିବ। ଯାହାକୁ ନେଇ ସ୍ଥାନୀୟ ଜନସାଧାରଣ ଭୟଭୀତ ହୋଇ ପଡିଛନ୍ତି।ତେଣୁ ସମସ୍ତେ ଏଭଳି ସ୍ଥିତିରେ ଘରେ ରହି ବାହାରକୁ ନବାହାରିବା ଜରୁରୀ ହୋଇପଡିଛି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.