୩୦ ଜଣ ପ୍ରବାସୀ ଓଡିଆ ମାନଙ୍କୁ ସହଯୋଗର ହାତ ବଡାଇଲେ ଭକ୍ତ ଚରଣ ଦାସ ।

0 271

କଳାହାଣ୍ଡି ,(ପିପିଟି ନ୍ଯୁଜ୍)୨୯/୦୫,  ଭବାନୀପାଟଣାର କଂଗ୍ରେସ ନେତା ଭକ୍ତ ଚରଣ ଦାସ ଗତ ନିର୍ବାଚନ ରେ ହାରିଯାଇଥିଲେ ମଧ୍ୟ ପ୍ରବାସୀ ଓଡିଆ ମାନଙ୍କ ପାଇଁ କଳାହାଣ୍ଡିର ଲୋକ ମାନଙ୍କ ପାଇଁ ସହ ଯୋଗର ହାତ ବଡାଇଛନ୍ତି। ଏବଂ ବସ୍ ଯୋଗେ ନିଜ ରାଜ୍ୟ କଳାହାଣ୍ଡି ଜନ୍ମ ମାଟିକୁ ଫେରେଇ ଆଣିଛନ୍ତି । ପ୍ରବାସୀ  ଓଡିଆ ୩୦ ଜଣଙ୍କୁ ସହ ଯୋଗର ହାତ ବଡାଇଛନ୍ତି । ଯେଉଁ ସ୍ଥାନରେ ପ୍ରବାସୀ ଓଡିଆ ଅଛନ୍ତି । ସେ ମାନଙ୍କୁ ସହ ଯୋଗ କରିବା ପାଇଁ ଚାହୁଁଛନ୍ତି ଓ କଳାହାଣ୍ଡିର ୩୦ ଜଣ ପ୍ରବାସୀ  ଓଡିଆ ଭକ୍ତ ଚରଣ ଦାସଙ୍କ ସାହାଯ୍ୟ ସହଯୋଗକୁ ବହୁତ ବହୁତ ଧନ୍ୟବାଦ ଜଣାଇଛନ୍ତି ଓ ଶେଷରେ  ଭକ୍ତ ଚରଣ ଦାସ ଜିନ୍ଦାବାଦ ନାରାବାଜି ଦେଇଛନ୍ତି ।

ରିପୋର୍ଟ – ଭିଷ୍ମ ସାହୁ ।

Leave A Reply

Your email address will not be published.