ମରାଠୀ ସାହିରୁ ଦେଶୀ ମଦ ଜବତ,୧୩ ଜଣ ଗିରଫ ।

0 346

ଭଞ୍ଜନଗର,(ପିପିଟି ନ୍ଯୁଜ୍)୨୬/୦୫,ଭଞ୍ଜନଗର ପୋଲିସ ଆଜି ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଙ୍କ ନେତୃତ୍ୱରେ ଏକ ବଡ ଧରଣର ସଫଳତା ହାସଲ କରିବାରେ ସକ୍ଷମ ହୋଇଛି। ସ୍ଥାନୀୟ ମରାଠୀ ସାହି ରେ ଚଢ଼ାଉ କରି ଚୋରା ଦେଶୀ ମଦ ପ୍ରସ୍ତୁତ ହେଉଥିବା ସମୟରେ ସେଠାରୁ ୧୩ଜଣଙ୍କୁ କାବୁ କରି ଗିରଫ କରିଛି।ଏଥିସହ ୪ହଜାର ଲିଟର ପୋଚ ନଷ୍ଟ କରିବା ସହ ୧୨୨୦ ଲିଟର ଦେଶୀ ମଦ ଓ ଅନ୍ୟାନ୍ୟ ରନ୍ଧା ସାମଗ୍ରୀ ଜବତ କରିଛି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.