ରାମ ରାମ ନାମରେ କମ୍ପିଲା ଗ୍ରାମ ଠାରୁ ସହର।

0 244

ବୋଲଗଡ଼,୩୧/୦୩(ପିପିଟି):ପ୍ରତ୍ୟେକ ଗ୍ରାମଠାରୁ ସହର ରାମ ହିଁ ରାମ, ରାମ ମୟ ହୋଇ ଉଠିଛି ପରିବେଶ। ପବିତ୍ର ଶ୍ରୀରାମ ନବମୀ ଅବସରରେ ପ୍ରତ୍ୟେକ ଗ୍ରାମରେ ରାମଲୀଳା ପାଇଁ ଶୁଭଖୁଣ୍ଟି ପଡିବାଠାରୁ ଏବଂ ରାମ ଭକ୍ତ ମାନଙ୍କର ଶୋଭାଯାତ୍ରା ଆୟୋଜନ ଏପଟେ ଆମ ପରମ୍ପରା ଅନୁଯାୟୀ ପଖଜ,ଗିନିର ଶଦ୍ଦ ସହ ରାମଲୀଳାର ଆସର ଭାବମୟ ହୋଇଉଠିଥିଲା । ଯାହା କି ପୁର ଠାରୁ ପଲ୍ଲୀପର୍ଯ୍ୟନ୍ତ ତାହା ୧୨ଦିନ ପର୍ଯ୍ୟନ୍ତ ଚାଲୁରହିଥାଏ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ। )

Leave A Reply

Your email address will not be published.