ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୧।

0 1,208

ଭୁବନେଶ୍ବର ୨୨/୦୪(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୧ ପଜିଟିଭ ସଂଖ୍ୟା ୧୨,୮୭,୯୭୯ ଚିହ୍ନଟ ହୋଇଛନ୍ତି ୧୨,୭୮,୭୦୧ ଜଣ ସୁସ୍ଥ ହୋଇଥିବା ବେଳେ ୧୦୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୧୨୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୮୨୬ ସୁସ୍ଥ ସଂଖ୍ୟା ୨,୪୩,୦୫୦ ଚିକିତ୍ସିତ ସଂଖ୍ୟା ୧୬ ମୃତ ସଂଖ୍ୟା ୧୭୫୦, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୭୩୯, ସୁସ୍ଥ ସଂଖ୍ୟା ୧,୧୨,୮୨୦ ଚିକିତ୍ସିତ ସଂଖ୍ୟା ୦୮, ମୃତ ସଂଖ୍ୟା ୯୦୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୭୫୬ ସୁସ୍ଥ ସଂଖ୍ୟା ୩୬,୨୩୬ ଚିକିତ୍ସିତ ସଂଖ୍ୟା ୦, ମୃତ ସଂଖ୍ୟା ୫୧୨ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୮୩୦ ସୁସ୍ଥ ସଂଖ୍ୟା ୯୦,୧୩୯ ଚିକିତ୍ସିତ ସଂଖ୍ୟା ୦୬ ମୃତ ସଂଖ୍ୟା ୬୮୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.