ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪୩।

0 1,219

ଭୁବନେଶ୍ବର ୨୮/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୩ ପଜିଟିଭ ସଂଖ୍ୟା ୧୨,୮୭,୫୧୨ ଚିହ୍ନଟ ହୋଇଛନ୍ତି ୧୨,୭୭,୯୨୧ ଜଣ ସୁସ୍ଥ ହୋଇଥିବା ବେଳେ ୪୧୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୧୧୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୭୩୬ ସୁସ୍ଥ ସଂଖ୍ୟା ୨,୪୨,୯୫୭ ଚିକିତ୍ସିତ ସଂଖ୍ୟା ୨୧ ମୃତ ସଂଖ୍ୟା ୧୭୪୮, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୭୧୫, ସୁସ୍ଥ ସଂଖ୍ୟା ୧,୧୨,୭୮୬ ଚିକିତ୍ସିତ ସଂଖ୍ୟା ୧୮, ମୃତ ସଂଖ୍ୟା ୯୦୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୭୫୭ ସୁସ୍ଥ ସଂଖ୍ୟା ୩୬,୨୦୦ ଚିକିତ୍ସିତ ସଂଖ୍ୟା ୩୪, ମୃତ ସଂଖ୍ୟା ୫୧୧ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୭୭୪ ସୁସ୍ଥ ସଂଖ୍ୟା ୯୦,୦୪୯ଚିକିତ୍ସିତ ସଂଖ୍ୟା ୪୦ ମୃତ ସଂଖ୍ୟା ୬୮୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.