ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୮୩।

0 1,205

ଭୁବନେଶ୍ବର ୧୨/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୮୩ ପଜିଟିଭ ସଂଖ୍ୟା ୧୨,୮୬,୫୪୦ ଚିହ୍ନଟ ହୋଇଛନ୍ତି ୧୨,୭୬,୪୦୨ ଜଣ ସୁସ୍ଥ ହୋଇଥିବା ବେଳେ ୯୭୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୧୦୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୬୪୯ ସୁସ୍ଥ ସଂଖ୍ୟା ୨,୪୨,୮୨୨ ଚିକିତ୍ସିତ ସଂଖ୍ୟା ୬୯ ମୃତ ସଂଖ୍ୟା ୧୭୪୮, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୬୮୧, ସୁସ୍ଥ ସଂଖ୍ୟା ୧,୧୨,୭୨୭ ଚିକିତ୍ସିତ ସଂଖ୍ୟା ୪୪, ମୃତ ସଂଖ୍ୟା ୯୦୬, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୬୫୫ ସୁସ୍ଥ ସଂଖ୍ୟା ୩୬,୧୦୨ ଚିକିତ୍ସିତ ସଂଖ୍ୟା ୩୫, ମୃତ ସଂଖ୍ୟା ୫୧୦ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୬୭୨ ସୁସ୍ଥ ସଂଖ୍ୟା ୮୯,୯୦୮ ଚିକିତ୍ସିତ ସଂଖ୍ୟା ୮୫ ମୃତ ସଂଖ୍ୟା ୬୭୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.