ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୮୮।

0 1,160

ଭୁବନେଶ୍ବର ୨୧/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୮୮ ପଜିଟିଭ ସଂଖ୍ୟା ୧୨,୮୨,୮୬୯ ଚିହ୍ନଟ ହୋଇଛନ୍ତି ୧୨,୬୮,୧୫୮ ଜଣ ସୁସ୍ଥ ହୋଇଥିବା ବେଳେ ୫,୬୩୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୦୨୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୨୮୯ ସୁସ୍ଥ ସଂଖ୍ୟା ୨,୪୧,୬୫୭ ଚିକିତ୍ସିତ ସଂଖ୍ୟା ୮୮୯ ମୃତ ସଂଖ୍ୟା ୧୭୩୩, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୫୪୯ , ସୁସ୍ଥ ସଂଖ୍ୟା ୧,୧୩୬୯ ଚିକିତ୍ସିତ ସଂଖ୍ୟା ୨୭୫ , ମୃତ ସଂଖ୍ୟା ୯୦୧, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୫୪୮ ସୁସ୍ଥ ସଂଖ୍ୟା ୩୫,୯୨୨ ଚିକିତ୍ସିତ ସଂଖ୍ୟା ୧୦୯, ମୃତ ସଂଖ୍ୟା ୫୦୯ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୨୪୪ ସୁସ୍ଥ ସଂଖ୍ୟା ୮୯,୦୦୪ ଚିକିତ୍ସିତ ସଂଖ୍ୟା ୫୮୨ ମୃତ ସଂଖ୍ୟା ୬୫୪ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.