ପୂର୍ବତନ ସମିତି ଅଧ୍ୟକ୍ଷ ବିଜେପି ଛାଡି ବିଜେଡିରେ ଯୋଗ ଦେଲେ। ଜିଲ୍ଲା By PPT NEWS On Feb 9, 2022 0 338 Share ବୁଗୁଡା,୦୯/୦୨(ପିପିଟି): ବୁଗୁଡା ବ୍ଲକ ପୁର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ରାମ ନାରାୟଣ ସାହୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପି ଦଳ ତ୍ୟାଗ କରି ବିଜୁ ଜନତା ଦଳରେ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି। 0 338 Share