ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୬୯୭।

0 1,195

ଭୁବନେଶ୍ବର ୦୪/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩,୬୯୭ ପଜିଟିଭ ସଂଖ୍ୟା ୧୨,୬୨,୧୦୨ ଚିହ୍ନଟ ହୋଇଛନ୍ତି ୧୨,୨୨,୮୬୭ ଜଣ ସୁସ୍ଥ ହୋଇଥିବା ବେଳେ ୩୦,୪୯୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୬୮୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୧,୦୪୬ ସୁସ୍ଥ ସଂଖ୍ୟା ୨,୩୧,୬୪୭ ଚିକିତ୍ସିତ ସଂଖ୍ୟା ୭,୭୩୪ ମୃତ ସଂଖ୍ୟା ୧୬୫୫ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୨,୧୭୯, ସୁସ୍ଥ ସଂଖ୍ୟା ,୧,୦୯,୧୨୬ ଚିକିତ୍ସିତ ସଂଖ୍ୟା ୨,୧୬୮, ମୃତ ସଂଖ୍ୟା ୮୮୧, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୧୭୦ ସୁସ୍ଥ ସଂଖ୍ୟା ୩୫,୩୨୨ ଚିକିତ୍ସିତ ସଂଖ୍ୟା ୩୪୩ ମୃତ ସଂଖ୍ୟା ୪୯୭, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୮,୨୫୭ ସୁସ୍ଥ ସଂଖ୍ୟା ୮୫,୩୭୮ ଚିକିତ୍ସିତ ସଂଖ୍ୟା ୨,୨୬୪ ମୃତ ସଂଖ୍ୟା ୬୧୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.