ସୃଷ୍ଟି ଫାଉଣ୍ଡେସନ ତରଫରୁ ଷଷ୍ଠ ନାଟକ ଉତ୍ସବ ଆଉରଙ୍ଗଜେବ ପରିବେଷଣ।

0 276

ବୋଲଗଡ଼୨୬/୦୧(ପିପିଟି) :ବୋଲଗଡ଼ ବ୍ଲକରେ ସାଧାରଣ ତନ୍ତ୍ର ଦିବସ ଅବସରରେ ନନ୍ଦିଘୋଷ ଭବନରେ ସୃଷ୍ଟି ଫାଉଣ୍ଡେସନ ତରଫରୁ ‘ଷଷ୍ଠ ବାର୍ଷିକ ନାଟକ ଉତ୍ସବ ‘ଆଉରଙ୍ଗଜେବ କାର୍ଯ୍ୟ କ୍ରମ ପରିବେଷଣ କରାଯାଇଥିଲା। ଯାହାକି ଲୋକ କଳା, ସଂସ୍କୃତି, ସାହିତ୍ୟ କଳା ଇତ୍ୟାଦିକୁ ବଞ୍ଚେଇ ରଖିବା ସହିତ ସମାଜକୁ ସୁଯୋଗ୍ୟ ସନ୍ତାନ ମାନଙ୍କ ତ୍ୟାଗ ବଳିଦାନ ଉପରେ ଆଧାରିତ ନାଟକ ମାନ ପ୍ରଦର୍ଶନ କରିଥିଲେ । ଏଥିରେ ସମ୍ବୋଧିତ ପ୍ରତିଭା ଶରତ ଚନ୍ଦ୍ର ମହାପାତ୍ର, ବର୍ଷୀୟାନ ମଞ୍ଚ କଳାକାର ମଧୁ ଭାଇନା,ସମସ୍ତ ନାଟକ ପ୍ରେମୀ ଓ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି, ଅତିଥି ବୁନ୍ଦ ଯୋଗଦେଇ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିଥିଲେ ଏବଂ ପରିଚାଳନା ଦ୍ଵାରା ଆୟୋଜିତ ନାଟକ ଔରଙ୍ଗଜେବ୍ ବେଶ୍ ଆନନ୍ଦ ଉଲ୍ଲାସର ଦିଗ ଆଡ଼କୁ ଟାଣି ନେଇଥିଲା ।ସନ୍ମାନନୀୟ ଅତିଥି ମାନଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ ଓ ପ୍ରତିଭା ସମ୍ମାନ ପୁରସ୍କାର ଦିଆଯାଇଥିଲା ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.