ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୭୦୭୧।

0 1,131

ଭୁବନେଶ୍ବର ୧୧/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୭୦୭୧ ପଜିଟିଭ ସଂଖ୍ୟା ୧୦,୮୨,୭୬୯ ଚିହ୍ନଟ ହୋଇଛନ୍ତି ୧୦,୪୭,୦୩୧ ଜଣ ସୁସ୍ଥ ହୋଇଥିବା ବେଳେ ୨୭,୨୧୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୬୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୯୦,୪୯୨ ସୁସ୍ଥ ସଂଖ୍ୟା ୧,୮୦,୨୬୫ ଚିକିତ୍ସିତ ସଂଖ୍ୟା ୮୬୦୯, ମୃତ ସଂଖ୍ୟା ୧୬୦୮ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୭,୭୮୩, ସୁସ୍ଥ ସଂଖ୍ୟା ୯୪,୯୧୯ ଚିକିତ୍ସିତ ସଂଖ୍ୟା ୨୦୦୦, ମୃତ ସଂଖ୍ୟା ୮୬୦, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୪,୩୫୫ ସୁସ୍ଥ ସଂଖ୍ୟା ୩୩,୫୧୭ ଚିକିତ୍ସିତ ସଂଖ୍ୟା ୩୪୭ ମୃତ ସଂଖ୍ୟା ୪୮୩, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୬,୭୦୫ ସୁସ୍ଥ ସଂଖ୍ୟା ୬୧,୯୭୧ ଚିକିତ୍ସିତ ସଂଖ୍ୟା ୪୧୩୮, ମୃତ ସଂଖ୍ୟା ୫୯୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.