ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୧୮।

0 1,136

ଭୁବନେଶ୍ବର ୧୫/୧୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୧୮ ପଜିଟିଭ ସଂଖ୍ୟା ୧୦,୫୨,୧୪୫ ଚିହ୍ନଟ ହୋଇଛନ୍ତି ୧୦,୪୧,୭୨୮ ଜଣ ସୁସ୍ଥ ହୋଇଥିବା ବେଳେ ୧,୯୨୫ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୩୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୮୦,୪୨୨ ସୁସ୍ଥ ସଂଖ୍ୟା ୧,୭୭,୯୪୪ ଚିକିତ୍ସିତ ସଂଖ୍ୟା ୮୭୭, ମୃତ ସଂଖ୍ୟା ୧୫୯୧ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୩୮୫, ସୁସ୍ଥ ସଂଖ୍ୟା ୯୪,୪୧୬ ଚିକିତ୍ସିତ ସଂଖ୍ୟା ୧୦୭, ମୃତ ସଂଖ୍ୟା ୮୫୮, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୯୫୫ ସୁସ୍ଥ ସଂଖ୍ୟା ୩୩,୪୫୧ ଚିକିତ୍ସିତ ସଂଖ୍ୟା ୧୫ ମୃତ ସଂଖ୍ୟା ୪୮୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨,୨୯୬ ସୁସ୍ଥ ସଂଖ୍ୟା ୬୧,୫୯୪ ଚିକିତ୍ସିତ ସଂଖ୍ୟା ୧୦୬, ମୃତ ସଂଖ୍ୟା ୫୯୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.