ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୭୫।

0 1,139

ଭୁବନେଶ୍ବର ୧୪/୧୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୭୫ ପଜିଟିଭ ସଂଖ୍ୟା ୧୦,୫୧,୯୨୭ ଚିହ୍ନଟ ହୋଇଛନ୍ତି ୧୦,୪୧,୫୩୬ ଜଣ ସୁସ୍ଥ ହୋଇଥିବା ବେଳେ ୧,୯୦୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୩୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୮୦,୩୦୫ ସୁସ୍ଥ ସଂଖ୍ୟା ୧,୭୭,୮୬୧ ଚିକିତ୍ସିତ ସଂଖ୍ୟା ୮୪୪, ମୃତ ସଂଖ୍ୟା ୧୫୮୯ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୩୭୦, ସୁସ୍ଥ ସଂଖ୍ୟା ୯୪,୪୧୩ ଚିକିତ୍ସିତ ସଂଖ୍ୟା ୯୫, ମୃତ ସଂଖ୍ୟା ୮୫୮, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୯୫୦ ସୁସ୍ଥ ସଂଖ୍ୟା ୩୩,୪୪୮ ଚିକିତ୍ସିତ ସଂଖ୍ୟା ୧୩ ମୃତ ସଂଖ୍ୟା ୪୮୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨,୨୮୨ ସୁସ୍ଥ ସଂଖ୍ୟା ୬୧,୫୮୨ ଚିକିତ୍ସିତ ସଂଖ୍ୟା ୧୦୪, ମୃତ ସଂଖ୍ୟା ୫୯୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.