ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୭୦।

0 1,197

ଭୁବନେଶ୍ବର ୦୩/୧୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୭୦। ପଜିଟିଭ ସଂଖ୍ୟା ୧୦,୪୯,୮୬୭ ଚିହ୍ନଟ ହୋଇଛନ୍ତି ୧୦,୩୮,୯୭୧ ଜଣ ସୁସ୍ଥ ହୋଇଥିବା ବେଳେ ୨,୪୨୫ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୧୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୯,୩୩୨ ସୁସ୍ଥ ସଂଖ୍ୟା ୧,୭୬,୬୭୧ ଚିକିତ୍ସିତ ସଂଖ୍ୟା ୧,୦୬୯, ମୃତ ସଂଖ୍ୟା ୧୫୮୨ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୨୪୭, ସୁସ୍ଥ ସଂଖ୍ୟା ୯୪,୨୭୩ ଚିକିତ୍ସିତ ସଂଖ୍ୟା ୧୩୦, ମୃତ ସଂଖ୍ୟା ୮୫୬, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୯୨୫ ସୁସ୍ଥ ସଂଖ୍ୟା ୩୩,୪୧୨ ଚିକିତ୍ସିତ ସଂଖ୍ୟା ୨୪ ମୃତ ସଂଖ୍ୟା ୪୮୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨,୧୬୯ ସୁସ୍ଥ ସଂଖ୍ୟା ୬୧,୪୩୮ଚିକିତ୍ସିତ ସଂଖ୍ୟା ୧୩୫, ମୃତ ସଂଖ୍ୟା ୫୯୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.