ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୫୨୧।

0 1,367

ଭୁବନେଶ୍ବର ୧୪/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୫୨୧। ପଜିଟିଭ ସଂଖ୍ୟା ୧୦,୩୩,୮୦୯ ଚିହ୍ନଟ ହୋଇଛନ୍ତି ୧୦,୨୦,୧୬୮ ଜଣ ସୁସ୍ଥ ହୋଇଥିବା ବେଳେ ୫,୩୧୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୨୭୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୧,୫୭୮ ସୁସ୍ଥ ସଂଖ୍ୟା ୧,୬୭,୪୨୬ ଚିକିତ୍ସିତ ସଂଖ୍ୟା ୨,୬୧୭, ମୃତ ସଂଖ୍ୟା ୧୫୨୫ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୩,୯୦୬, ସୁସ୍ଥ ସଂଖ୍ୟା ୯୨,୪୮୦ ଚିକିତ୍ସିତ ସଂଖ୍ୟା ୫୭୪, ମୃତ ସଂଖ୍ୟା ୮୪୮, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୭୯୯ ସୁସ୍ଥ ସଂଖ୍ୟା ୩୩,୨୮୮ ଚିକିତ୍ସିତ ସଂଖ୍ୟା ୨୬ ମୃତ ସଂଖ୍ୟା ୪୭୭, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୬୮୪ ସୁସ୍ଥ ସଂଖ୍ୟା ୬୦,୯୮୭ ଚିକିତ୍ସିତ ସଂଖ୍ୟା ୧୦୮ ,ମୃତ ସଂଖ୍ୟା ୫୮୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.