ଶେରଗଡ଼ ପ୍ରେସ କ୍ଲବ ବୈଠକ ଓ ଶୋକସଭା ଅନୁଷ୍ଠିତ ।

0 278

ଶେରଗଡ, ୨୫/୦୯(ପିପିଟି): ଶେରଗଡ ପ୍ରେସ କ୍ଲବ ବୈଠକ ସଭାପତି ସୁବ୍ରତ କୁମାର ପଣ୍ଡାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି ଓ଼ ଟିଭି ର ମୁଖ୍ୟ ସାମ୍ବାଦିକ ଅରିନ୍ଦମ ଦାସଙ୍କ କର୍ତ୍ତବ୍ୟ ସମୟରେ ଅକାଳ ବିୟୋଗକୁ ନେଇ ଶୋକ ପ୍ରକାଶ କରାଯିବା ଦିଗବନ୍ତ ଆତ୍ମା ର ସଦଗତି କାମନା କରାଯାଇଥିଲା ମୃତଙ୍କ ପରିବାର ବର୍ଗ ଙ୍କୁ ୫୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ ନେଇ ସରକାରଙ୍କ ଠାରେ ଦାବୀ ଉପସ୍ଥାପନା କରାଯାଇଥିଲା ବୈଠକରେ ସଂଘର ସାଙ୍ଗଠନିକ ଆଲୋଚନା ହୋଇଥିଲା ବୈଠକରେ ଉପଦେଷ୍ଟା ସୂର୍ଯ୍ୟ ନାରାୟଣ ଦାଶ, ସାଙ୍ଗଠନିକ ସମ୍ପାଦକ ଦେବୀ ପ୍ରସାଦ ଦାଶ, ସମ୍ପାଦକ ଚନ୍ଦନ ପାଢ଼ୀ, କୋଷାଧକ୍ଷ ରାଘବାନନ୍ଦ ପଶୁପାଳକ, ଉପ ସଭାପତି ଭିକୁ ନାୟକ, ବଳରାମ ପାଢ଼ୀ, ନୀଳାଞ୍ଚଳ ମହାପାତ୍ର, ସନ୍ତୋଷ କୁମାର ପାଢ଼ୀ, ବିଭୁ ପ୍ରସାଦ ଦାଶ, ସତ୍ୟବ୍ରତ ପଣ୍ଡା , ରାଜୀବ ପ୍ରଧାନ, ରାମକୃଷ୍ଣ ପାଣି, ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ, ପ୍ରସାଦ ସାହୁଙ୍କ ସମେତ ଶେରଗଡ଼ ବ୍ଲକର କାର୍ଯ୍ୟରତ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ ।
(ରିପୋର୍ଟ – ଭିକୁ ନାୟକ। )

Leave A Reply

Your email address will not be published.