ଭୁବନେଶ୍ବର ୧୧/୦୯(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୩୦ । ପଜିଟିଭ ସଂଖ୍ୟା ୧୦,୧୫,୭୧୩ ଚିହ୍ନଟ ହୋଇଛନ୍ତି ୧୦,୦୦,୫୪୮ ଜଣ ସୁସ୍ଥ ହୋଇଥିବା ବେଳେ ୭,୦୨୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୦୯୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୬୩,୪୮୩ ସୁସ୍ଥ ସଂଖ୍ୟା ୧,୫୯,୨୪୪ ଚିକିତ୍ସିତ ସଂଖ୍ୟା ୨,୭୫୫, ମୃତ ସଂଖ୍ୟା ୧୪୭୪ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୧,୭୩୭, ସୁସ୍ଥ ସଂଖ୍ୟା ୮୯,୯୨୭ ଚିକିତ୍ସିତ ସଂଖ୍ୟା ୯୯୦, ମୃତ ସଂଖ୍ୟା ୮୧୬, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୬୬୭ ସୁସ୍ଥ ସଂଖ୍ୟା ୩୩,୧୫୭ ଚିକିତ୍ସିତ ସଂଖ୍ୟା ୨୯ ମୃତ ସଂଖ୍ୟା ୪୭୩, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୩୭୧ ସୁସ୍ଥ ସଂଖ୍ୟା ୬୦,୬୧୪ ଚିକିତ୍ସିତ ସଂଖ୍ୟା ୧୮୧ ,ମୃତ ସଂଖ୍ୟା ୫୭୨, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୬୨୭ ସୁସ୍ଥ ସଂଖ୍ୟା ୧୧,୫୫୮ ଚିକିତ୍ସିତ ସଂଖ୍ୟା ୨୦ ,ମୃତ ସଂଖ୍ୟା ୪୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।