ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୮୦୫।

0 1,273

ଭୁବନେଶ୍ବର ୦୫/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୮୦୬ । ପଜିଟିଭ ସଂଖ୍ୟା ୧୦,୧୧,୫୫୮ ଚିହ୍ନଟ ହୋଇଛନ୍ତି ୯,୯୬,୩୦୦ ଜଣ ସୁସ୍ଥ ହୋଇଥିବା ବେଳେ ୭,୧୫୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୦୪୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୬୧,୮୯୧ ସୁସ୍ଥ ସଂଖ୍ୟା ୧,୫୭,୬୩୪ ଚିକିତ୍ସିତ ସଂଖ୍ୟା ୨,୭୮୨, ମୃତ ସଂଖ୍ୟା ୧୪୬୫ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୧,୧୩୦, ସୁସ୍ଥ ସଂଖ୍ୟା ୮୯,୪୫୧ ଚିକିତ୍ସିତ ସଂଖ୍ୟା ୮୬୪, ମୃତ ସଂଖ୍ୟା ୮୧୧, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୬୪୪ ସୁସ୍ଥ ସଂଖ୍ୟା ୩୩,୧୨୨ ଚିକିତ୍ସିତ ସଂଖ୍ୟା ୪୩, ମୃତ ସଂଖ୍ୟା ୪୭୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୨୬୨ ସୁସ୍ଥ ସଂଖ୍ୟା ୬୦,୫୧୬ ଚିକିତ୍ସିତ ସଂଖ୍ୟା ୧୭୦ ,ମୃତ ସଂଖ୍ୟା ୫୭୨, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୬୧୨ ସୁସ୍ଥ ସଂଖ୍ୟା ୧୧,୫୩୬ ଚିକିତ୍ସିତ ସଂଖ୍ୟା ୨୮ ,ମୃତ ସଂଖ୍ୟା ୪୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.