କେନ୍ସର ପୀଡିତଙ୍କ ପରିବାରକୁ ଭେଟିଲେ ବିଧାୟକ । ଜିଲ୍ଲା By PPT NEWS Last updated Aug 27, 2021 0 354 Share ପୋଲସରା,୨୭/୦୮(ପିପିଟି);ପୋଲସରା ଏନ୍ଏସି ରାଣୀପଡା ୱାର୍ଡ ନଂ-୩ ର ପ୍ରଦ୍ୟୁମ୍ନ ପରିଡା କେନ୍ସର ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି। ବିଧାୟକ ଶ୍ରୀକାନ୍ତ ସାହୁ ବାସଭବନ କୁ ଯାଇ ପରିବାରକୁ ଭେଟି ଆଶୁ ଆରୋଗ୍ୟ କାମନା କରିବା ସହ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି 0 354 Share