ଭୁବନେଶ୍ବର ୧୯/୦୭(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୬୪୮ । ପଜିଟିଭ ସଂଖ୍ୟା ୯,୫୫,୯୭୪ ଚିହ୍ନଟ ହୋଇଛନ୍ତି ୯,୩୦,୪୧୮ ଜଣ ସୁସ୍ଥ ହୋଇଥିବା ବେଳେ ୨୦,୩୮୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୫୧୧୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୪୪,୨୧୮ ସୁସ୍ଥ ସଂଖ୍ୟା ୧,୩୮,୭୯୪ ଚିକିତ୍ସିତ ସଂଖ୍ୟା ୪,୪୯୮, ମୃତ ସଂଖ୍ୟା ୯୧୬ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୩,୮୧୭ ସୁସ୍ଥ ସଂଖ୍ୟା ୮୦,୬୫୭ ଚିକିତ୍ସିତ ସଂଖ୍ୟା ୨,୮୪୨, ମୃତ ସଂଖ୍ୟା ୩୧୪, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୩୧୦ ସୁସ୍ଥ ସଂଖ୍ୟା ୩୨,୭୯୪ ଚିକିତ୍ସିତ ସଂଖ୍ୟା ୮୭, ମୃତ ସଂଖ୍ୟା ୪୨୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୦,୨୬୨ ସୁସ୍ଥ ସଂଖ୍ୟା ୫୯,୧୮୩ ଚିକିତ୍ସିତ ସଂଖ୍ୟା ୬୩୫ ,ମୃତ ସଂଖ୍ୟା ୪୪୦, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୩୨୩ ସୁସ୍ଥ ସଂଖ୍ୟା ୧୧,୦୨୫ ଚିକିତ୍ସିତ ସଂଖ୍ୟା ୨୫୫ ,ମୃତ ସଂଖ୍ୟା ୪୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।