ବିଜେଡି ନେତା ସ୍ବର୍ଗତ ରାଜେନ୍ଦ୍ର କୁମାର ପାଢୀଙ୍କ ସ୍ମୃତି ସଭା।

0 439

ବୁଗୁଡା,୧୪/୦୬(ପିପିଟି); ବୁଗୁଡା ବିରଞ୍ଚି ନାରାୟଣ କଲ୍ୟାଣ ମଣ୍ଡପ ଠାରେ ବୁଗୁଡ଼ା ଏନ୍ଏସି ବିଜୁ ଜନତା ଦଳର ପୂର୍ବତନ ନଗର ସଭାପତି ସ୍ୱର୍ଗତ ରାଜେନ୍ଦ୍ର କୁମାର ପାଢୀଙ୍କ ଅମର ଆତ୍ମାର ସଦ୍ ଗତି ନିମନ୍ତେ କୋଭିଡ ନିୟମ ଅନୁଯାୟୀ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି।ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ସ୍ୱର୍ଗତ ରାଜେନ୍ଦ୍ର କୁମାର ପାଢୀଙ୍କ ପ୍ରତିଛବି ଉପରେ ପୁଷ୍ପାର୍ପଣ କରିଛନ୍ତି। ପୋଲସରା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ଜନ ପ୍ରତିନିଧି ଓ ଜିଲ୍ଲା ସ୍ତରୀୟ ନେତୃ ମଣ୍ଡଳୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.