ଆସିକା ସାଂସଦ ଓ ପୋଲସରା ବିଧାୟକ ସ୍ବର୍ଗତ ରାଜେନ୍ଦ୍ର ପାଢୀଙ୍କ ବାସଭବନରରେ ପହଞ୍ଚି ସମବେଦନା ଜଣାଇଲେ।

0 570

ବୁଗୁଡା,୧୨/୦୬(ପିପିଟି); ବୁଗୁଡା ଏନ୍ଏସି ବିଜୁ ଜନତା ଦଳର ନଗର ସଭାପତି ରାଜେନ୍ଦ୍ର କୁମାର ପାଢୀ ବ୍ରହ୍ମପୁର MKCG ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ କରୋନା ରେ ମୃତ୍ୟୁ ବରଣ କରିଛନ୍ତି। ସାଂସଦ ଆସିକା ଶ୍ରୀମତୀ ପ୍ରମିଳା ବିଶୋଇ ଏବଂ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୃତକଙ୍କ ବୁଗୁଡା ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି।

Leave A Reply

Your email address will not be published.