ବଜ୍ରାଘାତ ରେ ମୃତକଙ୍କ ପରିବାରକୁ ବିଧାୟକଙ୍କ ସହାୟତା। ଜିଲ୍ଲା By PPT NEWS On Jun 5, 2021 0 441 Share ବୁଗୁଡା,୦୫/୦୬(ପିପିଟି); ବୁଗୁଡା ବ୍ଲକ ଅନ୍ତର୍ଗତ କଣ୍ଟାବଣି ଗ୍ରାମର ପ୍ରମୋଦ ଆଳତିଆ ବଜ୍ରାଘାତ ରେ ମୃତ୍ୟୁ ବରଣ କରିଛନ୍ତି। ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନ କୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। 0 441 Share