ପୋଲସରା,୦୨/୦୬(ପିପିଟି); ପୋଲସରା ବ୍ଲକ ଅନ୍ତର୍ଗତ ବେଲଗାଁ ଓ ବୁଡ଼େଇଶୁଣି ଗ୍ରାମ ପଞ୍ଚାୟତ ଠାରେ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ପହଞ୍ଚି ଲୋକମାନଙ୍କୁ କରୋନା ର ଭୟାଭୟ ଉପରେ ସଚେତନତା କରାଇବା ସହ ମାସ୍କ ବଣ୍ଟନ କରିଛନ୍ତି ଏବଂ ବାହାଘର ଭୋଜି ବନ୍ଦ,ସାମାଜିକ ଦୂରତ୍ୱ ଓ ଠିକ ଭାବେ ମାସ୍କ ପିନ୍ଧିବା ପାଈଁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି।ପୋଲସରା ବିଡିଓ,ତହସିଲଦାର ଓ ଜନପ୍ରତିନିଧି ମାନେ ଉପସ୍ଥିତ ଥିଲେ।