ରାଜ୍ୟରେ ନୂତନ ସଂକ୍ରାମିତ ସଂଖ୍ୟା ୨୯୮୯।

0 1,462

ଭୁବନେଶ୍ବର ୧୫/୦୪(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୯୮୯। କରୋନା ପଜିଟିଭ ସଂଖ୍ୟା ୩,୫୮,୩୪୨ଚିହ୍ନଟ ହୋଇଛନ୍ତି ୩,୪୧,୭୩୩ଜଣ ସୁସ୍ଥ ହୋଇଥିବା ବେଳେ ୧୪,୬୨୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୯୩୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୬,୧୯୫ ସୁସ୍ଥ ସଂଖ୍ୟା ୫୩,୭୬୧ ଚିକିତ୍ସିତ ସଂଖ୍ୟା ୨୦୮୩, ମୃତ ସଂଖ୍ୟା ୩୪୧, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୦,୩୯୦ ସୁସ୍ଥ ସଂଖ୍ୟା ୨୯,୫୦୫ଚିକିତ୍ସିତ ସଂଖ୍ୟା ୭୩୯, ମୃତ ସଂଖ୍ୟା ୧୪୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୨,୩୮୪, ସୁସ୍ଥ ସଂଖ୍ୟା ୨୧,୮୩୬ ଚିକିତ୍ସିତ ସଂଖ୍ୟା ୨୯୦ ମୃତ ସଂଖ୍ୟା ୨୫୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.