ରାଜ୍ୟରେ ନୂତନ ସଂକ୍ରାମିତ ସଂଖ୍ୟା ୧୭୮୪।

0 1,178

ଭୁବନେଶ୍ବର ୧୩/୦୪(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୭୮୪। କରୋନା ପଜିଟିଭ ସଂଖ୍ୟା ୩,୫୩,୦୮୬ଚିହ୍ନଟ ହୋଇଛନ୍ତି ୩,୪୦,୬୦୦ଜଣ ସୁସ୍ଥ ହୋଇଥିବା ବେଳେ ୧୦୫୦୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୯୩୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୫,୪୦୯ ସୁସ୍ଥ ସଂଖ୍ୟା ୫୩,୬୨୩ ଚିକିତ୍ସିତ ସଂଖ୍ୟା ୧୪୩୫, ମୃତ ସଂଖ୍ୟା ୩୪୧, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୦,୦୬୫ ସୁସ୍ଥ ସଂଖ୍ୟା ୨୯,୪୫୫ ଚିକିତ୍ସିତ ସଂଖ୍ୟା ୪୬୪, ମୃତ ସଂଖ୍ୟା ୧୪୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୨,୨୫୧, ସୁସ୍ଥ ସଂଖ୍ୟା ୨୧,୭୮୯ ଚିକିତ୍ସିତ ସଂଖ୍ୟା ୧୩୩ ମୃତ ସଂଖ୍ୟା ୨୪୯ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.