ରାଜ୍ୟରେ ନୂତନ ସଂକ୍ରାମିତ ସଂଖ୍ୟା ୧୩୭୪।

0 1,573

ଭୁବନେଶ୍ବର ୧୦/୦୪(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୩୭୪। କରୋନା ପଜିଟିଭ ସଂଖ୍ୟା ୩,୪୮,୧୮୨ ଚିହ୍ନଟ ହୋଇଛନ୍ତି ୩,୩୯,୨୦୦ଜଣ ସୁସ୍ଥ ହୋଇଥିବା ବେଳେ ୭୦୦୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୯୨୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୪,୮୪୬ସୁସ୍ଥ ସଂଖ୍ୟା ୫୩,୪୦୬ ଚିକିତ୍ସିତ ସଂଖ୍ୟା ୧୦୮୯, ମୃତ ସଂଖ୍ୟା ୩୪୧, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୯,୮୯୨ସୁସ୍ଥ ସଂଖ୍ୟା ୨୯,୩୮୧ ଚିକିତ୍ସିତ ସଂଖ୍ୟା ୩୬୫, ମୃତ ସଂଖ୍ୟା ୧୪୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୨,୧୩୧, ସୁସ୍ଥ ସଂଖ୍ୟା ୨୧,୭୬୨ ଚିକିତ୍ସିତ ସଂଖ୍ୟା ୧୧୨ମୃତ ସଂଖ୍ୟା ୨୪୯ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.