ଭୁବନେଶ୍ବର ୦୮/୦୪(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୮୭୯। କରୋନା ପଜିଟିଭ ସଂଖ୍ୟା ୩,୪୫,୫୨୬ ଚିହ୍ନଟ ହୋଇଛନ୍ତି ୩,୩୮,୬୬୨ଜଣ ସୁସ୍ଥ ହୋଇଥିବା ବେଳେ ୪୮୮୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୯୨୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୪,୪୬୧ସୁସ୍ଥ ସଂଖ୍ୟା ୫୩,୩୫୪ ଚିକିତ୍ସିତ ସଂଖ୍ୟା ୭୫୬, ମୃତ ସଂଖ୍ୟା ୩୪୧, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୯,୭୭୮ସୁସ୍ଥ ସଂଖ୍ୟା ୨୯,୩୪୮ ଚିକିତ୍ସିତ ସଂଖ୍ୟା ୨୮୪, ମୃତ ସଂଖ୍ୟା ୧୪୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୨,୦୭୯, ସୁସ୍ଥ ସଂଖ୍ୟା ୨୧,୭୩୭ ଚିକିତ୍ସିତ ସଂଖ୍ୟା ୮୬ ମୃତ ସଂଖ୍ୟା ୨୪୮ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।