ଭୁବନେଶ୍ବର ୨୩/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୧୩। କରୋନା ପଜିଟିଭ ସଂଖ୍ୟା ୩,୩୯,୦୭୬ ଚିହ୍ନଟ ହୋଇଛନ୍ତି ୩,୩୬,୨୦୬ଜଣ ସୁସ୍ଥ ହୋଇଥିବା ବେଳେ ୮୯୮ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୧୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୩,୪୪୧ସୁସ୍ଥ ସଂଖ୍ୟା ୫୨,୯୮୪ ଚିକିତ୍ସିତ ସଂଖ୍ୟା ୧୦୭, ମୃତ ସଂଖ୍ୟା ୩୪୦, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୯,୩୭୨, ସୁସ୍ଥ ସଂଖ୍ୟା ୨୯,୦୮୮ ଚିକିତ୍ସିତ ସଂଖ୍ୟା ୧୩୮, ମୃତ ସଂଖ୍ୟା ୧୪୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୯୩୪, ସୁସ୍ଥ ସଂଖ୍ୟା ୨୧,୬୬୭, ଚିକିତ୍ସିତ ସଂଖ୍ୟା ୧୧, ମୃତ ସଂଖ୍ୟା ୨୪୮ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।