ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୩୮,୭୧୯,ମୃତ୍ୟୁ ସଂଖ୍ୟା ୧,୯୧୮ ।

0 12

ଭୁବନେଶ୍ବର,୨୦/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୮୪। କରୋନା ପଜିଟିଭ ସଂଖ୍ୟା ୩,୩୮,୭୧୯ ଚିହ୍ନଟ ହୋଇଛନ୍ତି ୩,୩୫,୯୯୪ଜଣ ସୁସ୍ଥ ହୋଇଥିବା ବେଳେ ୭୫୪ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୧୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୩,୩୭୭ସୁସ୍ଥ ସଂଖ୍ୟା ୫୨,୯୬୧ ଚିକିତ୍ସିତ ସଂଖ୍ୟା ୬୭, ମୃତ ସଂଖ୍ୟା ୩୩୯, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୯,୩୨୧, ସୁସ୍ଥ ସଂଖ୍ୟା ୨୯,୦୫୭ ଚିକିତ୍ସିତ ସଂଖ୍ୟା ୧୧୮, ମୃତ ସଂଖ୍ୟା ୧୪୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୯୨୯, ସୁସ୍ଥ ସଂଖ୍ୟା ୨୧,୬୫୬, ଚିକିତ୍ସିତ ସଂଖ୍ୟା ୧୭, ମୃତ ସଂଖ୍ୟା ୨୪୮ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.