ପୋଲସରା ବିଧାୟକଙ୍କ ଦ୍ଵାରା ଦିବ୍ଯାଙ୍ଗଙ୍କୁ ସାଇକେଲ ବଣ୍ଟନ।

0 531

ବୁଗୁଡା,୦୪/୦୩(ପିପିଟି); ବୁଗୁଡା ପଞ୍ଚାୟତ ସମିତି ପରିସରରେ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତିନି ଚକିଆ ସାଇକେଲ ବଣ୍ଟନ କରିଛନ୍ତି।ବୁଗୁଡା ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ, ବିଡିଓ ଏବଂ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.