ଦୀର୍ଘଦିନ ହେବ ବୋଲଗଡ଼ ବ୍ଲକ କାର୍ଯ୍ୟାଳୟର ନାମ ଫଳକ ଲିଭିଗଲାଣି, ସଥି ପ୍ରତି ବ୍ଲକ ପ୍ରଶାସନର ନିଘାନାହିଁ ।

0 426

ବୋଲଗଡ,୧୭/୦୧(ପିପିଟି); ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ କାର୍ଯ୍ୟାଳୟରେ ଦୀର୍ଘ ଦିନ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଲିଭିଜାଇଥିବା କାର୍ଯ୍ୟାଳୟର ନାମ ଫଳକ ଲେଖା ଯାଇପାରିଲା ନାହିଁ । ଅତି ଦୁଃଖର ବିଷୟ ସ୍ଥାନୀୟ ଓ ବ୍ଳକ ପ୍ରଶାସନର ଦୃଷ୍ଟି କେମିତି ଏହା ଉପରେ ପଡୁନି । ପ୍ରତ୍ୟେକ ଦିନ ସେହି କାର୍ଯ୍ୟାଳୟକୁ ଆସୁଥିବା ସରକାରୀ ବାବୁ ମାନଙ୍କର ଓ କେତେ ଯେ ରାଜନୀତିଜ୍ଞ ଲୋକ ଯିବା ଆସିବା କରନ୍ତି ବ୍ଳକ କାର୍ଯ୍ୟାଳୟକୁ ହେଲେ କାହାର ନଜର ଏହା ଉପରେ ପଡୁନି । ଯାହାକି ସାଧାରଣ ରେ ପ୍ରଶ୍ନ ବାଚି ସୃଷ୍ଟିକରିଛି। ଦେଖା ଯାଉ କେବେ ବ୍ଲକ ପ୍ରଶାସନର ନିଦଭାଙ୍ଗୁଛି।

(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ। )

Leave A Reply

Your email address will not be published.