ରାମଚନ୍ଦ୍ରପୁର ରେ ଦମନ କାର୍ଯ୍ୟକ୍ରମ ।

0 40

ଚିକିଟି,୧୨/୦୧(ପିପିଟି); ମଙ୍ଗଳବାର ଚିକିଟି ଗୋଷ୍ଠୀ ଆନୁକୂଲ୍ୟରେ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡ଼ାକ୍ତର ମନୋଜ ପାଢ଼ୀଙ୍କ ନିର୍ଦ୍ଦେଶ କ୍ରମେ ଚିକିଟି ବ୍ଲକ ରାମଚନ୍ଦ୍ରପୁର ପଂଚାୟତର ତଳ ହରଡାବାଡି ଗ୍ରାମ ରେ ଦମନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା,ଦମନ କାର୍ଯ୍ୟକ୍ରମ ରେ ଏକ ମ୍ୟାଲେରିଆ ସଚେତନ ରାଲି ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରିଣୀ ଶୁଭଲସମି ମହନ୍ତ, ବିପିମ ରାମ ଚନ୍ଦ୍ର ସାହୁ, ଡ଼ାକ୍ତର ରାଜେଶ ମିଶ୍ରଙ୍କ ଉପସ୍ଥିତ ରେ ହୋଇଥିଲା, ପରେ ମ୍ୟାଲେରିଆ ପରିଦର୍ଶକ ସୁଶାନ୍ତ ବାରିକ ମ୍ୟାଲେରିଆ ରୋଗ ଉପରେ ସଚେତନ କରିଥିଲେ, ଅନ୍ୟ ମାନଙ୍କ ଉପରେ ଡ଼ାକ୍ତର ପି ତ୍ରିବେଣୀ, କନିଷ୍ଟ କିରାଣୀ ପ୍ରଦୀପ ବିଶୋଇ, ଟି ବି ପରିଦର୍ଶକ ଆଶୁତୋଷ ବିଶୋଇ, ଏକାଉଣ୍ଟାଏଣ୍ଟ ସିଵା ନନ୍ଦ ସାହୁ, ସ୍ୱାସ୍ଥ୍ୟ ପରିଦର୍ଶକ ଗୋପବନ୍ଧୁ ବେହେରା, ସ୍ୱାସ୍ଥ୍ୟ କର୍ମୀ କୁଶ କୁମାର, ସବିତା ପାଢ଼ୀ, ଫାର୍ମାସିଷ୍ଟ ନୀଳାଚଳ ରଥ, ଜି ମହାପାତ୍ର, ଲାବ୍ରୋଟାରୀ ଟେକନିସିଆନ ସୁନୀଲ କୁମାର ପଟ୍ଟନାୟକ, ଅଙ୍ଗନବାଡି କୁମାରୀ ସୁପ୍ରଭା, ଆଶା ଦିଦି ବବିତା ପ୍ରଧାନ, ଲତା ରାଣୀ ବେହେରା, ହୀରାମଣି ସାହୁ ।

Leave A Reply

Your email address will not be published.