ପାତ୍ରପୁର ଏସବିଏମ୍ ଦୁର୍ନୀତି; ହାଇକୋର୍ଟରେ ମାମଲା ରୁଜୁ ।

0 3,082

ବ୍ରହ୍ମପୁର,୧୨/୦୧(ପିପିଟି); ପାତ୍ରପୁର ବ୍ଲକରେ ଏସବିଏମ୍ ଦୁର୍ନୀତିର ତଦନ୍ତ ପାଇଁ ଫରୱାର୍ଡ ବ୍ଲକ ଜିଲ୍ଲା ସାଧାରଣ ସମ୍ପାଦକ ସମରଜିତ୍ ମହାନ୍ତି ଡିସେମ୍ବର ୨୨ ତାରିଖ ଦିନ ସରକାର ଓ ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ। ଦୁର୍ନୀତିର ତଦନ୍ତ ୧୫ ଦିନ ମଧ୍ୟରେ ନହେଲେ ମାନ୍ଯବର ଉଚ୍ଚ ନ୍ୟାୟାଳୟ ଓ ଲୋକାୟୁକ୍ତ ପାଖରେ ଅଭିଯୋଗ କରିବେ ବୋଲି ଶ୍ରୀ ମହାନ୍ତି ଉଲ୍ଲେଖ କରିଥିଲେ। ପ୍ରଶାସନ ତଦନ୍ତ ଶୀତଳ ହେବା ପରେ ଜାନୁଆରୀ ୧୧ ତାରିଖ ଦିନ ହାଇକୋର୍ଟରେ CRLMP NO.50/2021 ମାମଲା ରୁଜୁ ହୋଇଛି। ଏହି ମାମଲାରେ ପଞ୍ଚାୟତରାଜ ସଚିବ, ଜିଲ୍ଲାପାଳ,ଗଞ୍ଜାମ, ପ୍ରକଳ୍ପ ନିର୍ଦ୍ଦେଶକ, ଡିଆରଡିଏ, ଗଞ୍ଜାମ, ଏସପି,ଭିଜିଲାନ୍ସ,ବ୍ରହ୍ମପୁର ଓ ବିଡିଓ, ପାତ୍ରପୁରଙ୍କୁ ପକ୍ଷଭୁକ୍ତ କରାଯାଇଛି।

Leave A Reply

Your email address will not be published.