ଆସନ୍ତା କାଲି ଠାରୁ ଖୋଲିବ ଭଞ୍ଜନଗର ବିଜୁ ପଟ୍ଟନାୟକ ପାର୍କ ।

0 405

ଭଞ୍ଜନଗର,୦୪/୦୧(ପିପିଟି); ଗତ ଲକ ଡ଼ାଉନ ସମୟରେ କୋଭିଡ଼ କଟକଣା ଲାଗି ଭଞ୍ଜନଗରର ପ୍ରସିଦ୍ଧ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନକୁ ପ୍ରଶାସନ ପକ୍ଷରୁ ବନ୍ଦ ରଖି ବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯାହାଫଳରେ ବହୁ ପର୍ଯ୍ୟଟକ ଏହି ପିକନିକ ସିଜିନରେ ଏଠାକୁ ଆସି ନିରାଶ ହୋଇ ଫେରିଛନ୍ତି।ହେଲେ କୋରନା ସ୍ଥିତିରେ ସୁଧାର ଆସିଥିବାରୁ ବିଡେକା ତରଫରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି।ଯାହାଫଳରେ ସ୍ଥାନୀୟ ଜନସାଧାରଣଙ୍କ ସମେତ  ପିଲାମାନଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଛି।

 

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.