ଭୁବନେଶ୍ବର,ତା-୧୯/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୫,୮୬୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୨୦,୯୪୭, ଚିକିତ୍ସିତ ସଂଖ୍ୟା ୩,୦୨୯ ମୃତ ସଂଖ୍ୟା ୧,୮୩୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୪୧ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୨,୩୫୩, ସୁସ୍ଥ ସଂଖ୍ୟା ୫୧,୭୪୧,ଚିକିତ୍ସିତ ସଂଖ୍ୟା ୨୯୦ ଏବଂ ମୃତ ସଂଖ୍ୟା ୩୧୨ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୫୬ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୧ ବୋଲି ଜଣାପଡିଛି ।