ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୫୧ ।

0 1,051

ଭୁବନେଶ୍ବର,ତା-୧୧/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୩,୦୨୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୧୭,୮୭୦, ଚିକିତ୍ସିତ ସଂଖ୍ୟା ୩,୩୦୮ ମୃତ ସଂଖ୍ୟା ୧,୭୯୮ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୫୧ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୨,୦୪୩, ସୁସ୍ଥ ସଂଖ୍ୟା ୫୧,୩୭୬,ଚିକିତ୍ସିତ ସଂଖ୍ୟା ୩୪୯ ଏବଂ ମୃତ ସଂଖ୍ୟା ୩୦୮ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୮୭ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୧ ବୋଲି ଜଣାପଡିଛି ।

Leave A Reply

Your email address will not be published.