ଭୁବନେଶ୍ବର,ତା-୧୦/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୨,୬୪୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୧୭,୪୧୨, ଚିକିତ୍ସିତ ସଂଖ୍ୟା ୩,୩୮୩ ମୃତ ସଂଖ୍ୟା ୧,୭୯୪ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୨ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୧,୯୯୨, ସୁସ୍ଥ ସଂଖ୍ୟା ୫୧,୩୩୫,ଚିକିତ୍ସିତ ସଂଖ୍ୟା ୩୪୦ ଏବଂ ମୃତ ସଂଖ୍ୟା ୩୦୭ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୪୩ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୨ ବୋଲି ଜଣାପଡିଛି ।